Future of Indian Test Cricket: ଅଶ୍ୱିନ-ରୋହିତ-ବିରାଟଙ୍କ ପରେ କିଏ ନେବେ ଟେଷ୍ଟ କ୍ରିକେଟ୍‌ରୁ ଅବସର

ଟିମ୍ ଇଣ୍ଡିଆର ତିନି ଭେଟେରାନ୍ - ବିରାଟ କୋହଲି, ରୋହିତ ଶର୍ମା ଓ ରବିଚନ୍ଦ୍ରନ ଅଶ୍ୱିନ ଟେଷ୍ଟ କ୍ରିକେଟ୍ ଛାଡ଼ିବା ପରେ ଏବେ ପ୍ରଶ୍ନ ଉଠୁଛି ଯେ ଆଗକୁ କିଏ ନେବେ ଅବସର? କାହାର ପଡ଼ିବ ପାଳି? କ୍ରିକେଟ୍ ମହଲରେ ଜଣଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି, ହେଲେ ସମ୍ଭାବ୍ୟ ତାଲିକାରେ ଅଛନ୍ତି ଅନେକ ଖେଳାଳି ।

Future of Indian Test Cricket: ଅଶ୍ୱିନ-ରୋହିତ-ବିରାଟଙ୍କ ପରେ କିଏ ନେବେ ଟେଷ୍ଟ କ୍ରିକେଟ୍‌ରୁ ଅବସର
Array