Gajapati Minor Girls Death: 'ଛତୁଆ ନୁହେଁ, ଅଟା ଓ ବେସନ ମିକ୍ସ ଖାଇଥିଲେ ଦୁଇ ଭଉଣୀ'

ଅଙ୍ଗନବାଡି ଛତୁଆ ଖାଇ ଗଜପତିରେ ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟଣା । ତେବେ ଛତୁଆ ନୁହେଁ, ବରଂ ଦୁଇ ଭଉଣୀ ଅଟା ଓ ବେସନ ମିକ୍ସ ଖାଇଥିଲେ ବୋଲି ସୂଚନା ଦେଲେ ଗଜପତି ଜିଲ୍ଲାପାଳ । ପଢନ୍ତୁ ପୁରା ଖବର

Gajapati Minor Girls Death: 'ଛତୁଆ ନୁହେଁ, ଅଟା ଓ ବେସନ ମିକ୍ସ ଖାଇଥିଲେ ଦୁଇ ଭଉଣୀ'
Array