Ganjam Firing Incident: ରକ୍ତମୁଖା ସାଜିଲା ଭଣଜା, ମାଇଁକୁ ଗୁଳିମାଡ଼ କରି ଫେରାର
ରକ୍ତମୁଖା ସାଜିଲା ଭଣଜା । ମାମୁଁକୁ ଗୁଳିମାଡ଼ କରୁଥିବାବେଳେ ମଝିଲେ ଆସିଲେ ମାଇଁ । ମହିଳାଙ୍କ ଦେହରେ ଗୁଳି ବାଜିବାରୁ ସେ ଗୁରୁତର ଅବସ୍ଥାରେ ଏମକେସିଜିରେ ଭର୍ତ୍ତି ହୋଇଛନ୍ତି । ସେପଟେ ଅଭିଯୁକ୍ତ ଜଣକ ଫେରାର ଥିବା ଜଣାପଡ଼ିଛି ।