Gold Pendant ATM: ଏହି ମନ୍ଦିରରେ ସ୍ଥାପନ ହେବ ବିଶ୍ୱର ପ୍ରଥମ ସୁନା ଏବଂ ରୁପା ଲକେଟ୍ ଏଟିଏମ୍
ଏଟିଏମରୁ ସୁନା ଏବଂ ରୁପା ଲକେଟ୍ ବାହାରିବାର ସୁବିଧା ଉପଲବ୍ଧ ହେବ । ଏହି ଏଟିଏମ୍ ମେସିନଗୁଡ଼ିକରୁ ଗ୍ରାହକମାନେ ନିଜେ ନିଜେ ଭଗବାନ ଭେଙ୍କଟେଶ୍ୱର ଏବଂ ଦେବୀ ଲକ୍ଷ୍ମୀଙ୍କ ପ୍ରତିଛବି ଥିବା ଲକେଟ୍ କ୍ରୟ କରି ପାରିବେ ।