Gold Price in Bhubaneswar Drop: ଖୁସି ଖବର; ପୁଣି ଶସ୍ତା ହେଲା ସୁନା, ଜାଣନ୍ତୁ କେତେ କମିଲା ?

ପୁଣି ଶସ୍ତା ହେଲା ସୁନା । ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୨୭୫୦ ଟଙ୍କା ହ୍ରାସ ପାଇଛି ।

Array