Gold Price Today, 30th December 2024: ବଦଳିଲା ସୁନା ଦର, ନୂଆ ବର୍ଷରେ ଘରକୁ କିଣି ଆଣନ୍ତୁ ସୁନା ଗହଣା....

ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୮,୦୦୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୭୧,୫୦୦ ଟଙ୍କା ରହିଛି ।

Gold Price Today, 30th December 2024: ବଦଳିଲା ସୁନା ଦର, ନୂଆ ବର୍ଷରେ ଘରକୁ କିଣି ଆଣନ୍ତୁ ସୁନା ଗହଣା....
Array