Good Bad Ugly Box Office Clash: ସାଉଥ୍ ଆଗରେ କାମ ଦେଲାନି ସନ୍ନି ଦେଓଲଙ୍କ 'Jaat'; ଭାରି ପଡିଲେ ୫୩ ବର୍ଷର ଏହି ହିରୋ

'ଗୁଡ୍ ବ୍ୟାଡ୍ ଅଗ୍‌ଲି' ବକ୍ସ ଅଫିସରେ ସନ୍ନି ଦେଓଲଙ୍କ 'ଜାଟ୍‌' ସହିତ ଟକ୍କର ଦେଉଛି। ରୋଜଗାର ଦୃଷ୍ଟିରୁ, 'ଗୁଡ୍ ବ୍ୟାଡ୍ ଅଗ୍‌ଲି' ଏକ ଭଲ ଆରମ୍ଭ କରିଛି ଏବଂ ପ୍ରଥମ ଦିନରେ ହିଁ ବକ୍ସ ଅଫିସକୁ ଧୂଆଁ କରିଦେଇଛି।

Good Bad Ugly Box Office Clash: ସାଉଥ୍ ଆଗରେ କାମ ଦେଲାନି ସନ୍ନି ଦେଓଲଙ୍କ 'Jaat'; ଭାରି ପଡିଲେ ୫୩ ବର୍ଷର ଏହି ହିରୋ
Array