Gopal Das’s Family Under Crime Branch Scanner for Suspected Links to Minister’s Murder
#ଜେରା_ହେବେ_ଗୋପାଳଙ୍କ_ପତ୍ନୀ ନବ ଦାସ ହତ୍ୟା ମାମଲାରେ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ। ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳର ପତ୍ନୀଙ୍କୁ ବ୍ରହ୍ମପୁରରେ ଜେରା କରିବ କ୍ରାଇମବ୍ରାଞ୍ଚ। ଗୋପାଳଙ୍କ ପତ୍ନୀଙ୍କୁ ଏକାଧିକ ପ୍ରଶ୍ନ କରିବ ତଦନ୍ତକାରୀ ଟିମ୍।
#ଜେରା_ହେବେ_ଗୋପାଳଙ୍କ_ପତ୍ନୀ
ନବ ଦାସ ହତ୍ୟା ମାମଲାରେ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ। ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳର ପତ୍ନୀଙ୍କୁ ବ୍ରହ୍ମପୁରରେ ଜେରା କରିବ କ୍ରାଇମବ୍ରାଞ୍ଚ। ଗୋପାଳଙ୍କ ପତ୍ନୀଙ୍କୁ ଏକାଧିକ ପ୍ରଶ୍ନ କରିବ ତଦନ୍ତକାରୀ ଟିମ୍।