Gopalpur Gang Rape Case: ଗୋପାଳପୁର ଲଜ୍ଜାକୁ ନେଇ ହଇଚଇ; ଆଇନଶୃଙ୍ଖଳା ସ୍ଥିତିକୁ ନେଇ ତେଜିଲା ରାଜନୀତି...

ଗୋପାଳପୁର ଗଣଦୁଷ୍କର୍ମର ୧୦ ସଇତାନ। ଅଭିଯୁକ୍ତଙ୍କ ମଧ୍ୟରେ ୪ ନାବାଳକ। ୩ ଜଣ ଗଣଦୁଷ୍କର୍ମ କରିଥିଲେ, ଅନ୍ୟମାନେ ସହଯୋଗ କରିଥିଲେ। ମୁଖ୍ୟ ଅଭିଯୁକ୍ତ ପୁରୁଷୋତ୍ତମପୁରର ପ୍ରମୋଦ ନାୟକ। ତା ନାଁରେ ପୂର୍ବରୁ ବି ୨ଟି ମାମଲା ରହିଛି। ଅନ୍ୟ ଦୁଇ ଦୁଷ୍କର୍ମକାରୀ ହେଲେ ବାବୁରାମ ଦଳାଇ ଏବଂ କୁନାଲ ପ୍ରଧାନ।

Gopalpur Gang Rape Case: ଗୋପାଳପୁର ଲଜ୍ଜାକୁ ନେଇ ହଇଚଇ; ଆଇନଶୃଙ୍ଖଳା ସ୍ଥିତିକୁ ନେଇ ତେଜିଲା ରାଜନୀତି...
Array