ଜୋ ବାଇଡେନ, ଏଲୋନ ମସ୍କଙ୍କୁ ହତ୍ୟା ଧମକ, ଟେଲସା କର୍ମଚାରୀ ଗିରଫ
ଟେକ୍ସାସ,୪।୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଟେକ ବିଲିୟନେୟାର ଏଲୋନ ମସ୍କଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଜଣେ ଟେସଲା କର୍ମଚାରୀଙ୍କୁ ଟେକ୍ସାସରେ ଗିରଫ କରାଯାଇଛି। କୋର୍ଟ ଦଲିଲ ଅନୁଯାୟୀ, ୩୧ ବର୍ଷିୟ ଜଷ୍ଟିନ ମ୍ୟାକକୌଲେ ଏହି ଧମକ ଦେଇଛନ୍ତି ଅନ୍ୟ ଏକ ପୋଷ୍ଟରେ ଏହା ଲେଖା ଯାଇଛି ଯେ ମୁଁ ଟେକ୍ସାସରେ ପହଞ୍ଚିବି, ଯେଉଁଠାରେ ଅନେକ ଦିଗରେ ଯୁଦ୍ଧ ଆରମ୍ଭ ହୋଇଛି। କୋର୍ଟ ଦଲିଲ ଅନୁଯାୟୀ, ୩୧ ବର୍ଷିୟ ଜଷ୍ଟିନ ମ୍ୟାକକୌଲେ ଏହି ଧମକ […] The post ଜୋ ବାଇଡେନ, ଏଲୋନ ମସ୍କଙ୍କୁ ହତ୍ୟା ଧମକ, ଟେଲସା କର୍ମଚାରୀ ଗିରଫ appeared first on Dharitri Odia News.
ଟେକ୍ସାସ,୪।୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଟେକ ବିଲିୟନେୟାର ଏଲୋନ ମସ୍କଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଜଣେ ଟେସଲା କର୍ମଚାରୀଙ୍କୁ ଟେକ୍ସାସରେ ଗିରଫ କରାଯାଇଛି।
କୋର୍ଟ ଦଲିଲ ଅନୁଯାୟୀ, ୩୧ ବର୍ଷିୟ ଜଷ୍ଟିନ ମ୍ୟାକକୌଲେ ଏହି ଧମକ ଦେଇଛନ୍ତି ଅନ୍ୟ ଏକ ପୋଷ୍ଟରେ ଏହା ଲେଖା ଯାଇଛି ଯେ ମୁଁ ଟେକ୍ସାସରେ ପହଞ୍ଚିବି, ଯେଉଁଠାରେ ଅନେକ ଦିଗରେ ଯୁଦ୍ଧ ଆରମ୍ଭ ହୋଇଛି।
କୋର୍ଟ ଦଲିଲ ଅନୁଯାୟୀ, ୩୧ ବର୍ଷିୟ ଜଷ୍ଟିନ ମ୍ୟାକକୌଲେ ଏହି ଧମକ ଦେଇଛନ୍ତି ଅନ୍ୟ ଏକ ପୋଷ୍ଟରେ ଏହା ଲେଖା ଯାଇଛି ଯେ ମୁଁ ଟେକ୍ସାସରେ ପହଞ୍ଚିବି, ଯେଉଁଠାରେ ଅନେକ ଦିଗରେ ଯୁଦ୍ଧ ଆରମ୍ଭ ହୋଇଛି।
ଅଭିଯୋଗ ଅନୁଯାୟୀ, ସେ ଟେକ୍ସାସକୁ ଯାଉଛନ୍ତି ଏବଂ ସେ ଆଉ ଫେରିବେ ନାହିଁ ବୋଲି କହିବା ପରେ ମ୍ୟାକକୌଲେଙ୍କ ପତ୍ନୀ ରୋଜର୍ସ ପୋଲିସ ସହ ଯୋଗାଯୋଗ କରିଥିଲେ। ସେ ପୋଲିସକୁ ମଧ୍ୟ କହିଛନ୍ତି ଯେ ମ୍ୟାକକୌଲେ ତାଙ୍କ ଫୋନକୁ ଘରେ ଛାଡି ଦେଇଛନ୍ତି, ତେଣୁ ତାଙ୍କୁ ଖୋଜିବା ଅସମ୍ଭବ ହୋଇପଡିଛି।
ଅଭିଯୋଗ ଅନୁଯାୟୀ, ଜାନୁୟାରୀ ୨୬ରେ ଓକ୍ଲାହୋମାଠାରେ ମ୍ୟାକକୌଲି ରାଜ୍ୟ ଦେଇ ଯାତ୍ରା କରୁଥିବା ସମୟରେ ପୋଲିସ ତାଙ୍କୁ ଅଟକାଇଥିଲା। ରିପୋର୍ଟରେ କୁହାଯାଇଛି ଯେ ସେ ରାଷ୍ଟ୍ରପତିଙ୍କ ସହ କଥା ହେବାକୁ ଚାହୁଁଥିବା ଆଇନ ପ୍ରଣୟନକାରୀଙ୍କୁ କହିଛନ୍ତି।
ଏହାର କାରଣ ପଚରା ଯିବରୁ ସେ କହିଥିଲେ, ’ଯଦି ଆପଣ ଜାଣିଥିବେ ଆସନ୍ତାକାଲି ମରିବାକୁ ଯାଉଛନ୍ତି ତେବେ ଆପଣ ରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତା କରିବାକୁ ଚାହୁଁ ନାହାଁନ୍ତି କି ବୋଲି ସେ ପ୍ରଶ୍ନ କରିଥିଲେ।
The post ଜୋ ବାଇଡେନ, ଏଲୋନ ମସ୍କଙ୍କୁ ହତ୍ୟା ଧମକ, ଟେଲସା କର୍ମଚାରୀ ଗିରଫ appeared first on Dharitri Odia News.