Health Tips: କିଶୋର ଅବସ୍ଥାରେ ଡିହାଇଡ୍ରେସନ୍: ଚିହ୍ନଟ ଓ ପ୍ରତିରୋଧ

ଖରାଦିନ ଆସିଲା ମାନେ ସବୁ ସ୍କୁଲ ଛୁଆଙ୍କ ମନ ଖୁସି ହୋଇଯାଏ। ସକାଳୁଆ ଅଧା ଦିନ ସ୍କୁଲ ସାଙ୍ଗକୁ ଲମ୍ବା ଦିନ, ଖେଳିବା ପାଇଁ ଅଧିକ ସମୟ ମିଳିଯାଏ। କିନ୍ତୁ ଖରା, ତାତି ସାଙ୍ଗକୁ ଅଧିକ ସମୟ ଖେଳାଖେଳି କରିବା ଅନେକ ସମୟରେ କିଶୋର ମାନଙ୍କ ଠାରେ ଡିହାଇଡ୍ରେସନ୍ ର କାରଣ ହୋଇଥାଏ। ଯଦିଓ ସାଧାରଣ ଡିହାଇଡ୍ରେସନ୍ ଘରେ ମ୍ୟାନେଜ୍ ହୋଇଯାଏ କିନ୍ତୁ ଅତ୍ୟଧିକ ଡିହାଇଡ୍ରେସନ୍ ଅନେକ ଜଟିଳ ସମସ୍ୟା ସୃଷ୍ଟି କରିପାରେ।

Health Tips: କିଶୋର ଅବସ୍ଥାରେ ଡିହାଇଡ୍ରେସନ୍: ଚିହ୍ନଟ ଓ ପ୍ରତିରୋଧ
Array