Health Tips: ଶୀତଦିନ ଆସିଲେ ବଢିଯାଏ ଦାନ୍ତ ସମସ୍ୟା; ଘରୋଇ ଉପାୟରେ କରନ୍ତୁ ସମାଧାନ

ଆଜିକାଲି ଦାନ୍ତ ସମସ୍ୟା ସାଧାରଣ ହୋଇଗଲାଣି। ଅନେକ ଲୋକ ଦାନ୍ତରେ ଯନ୍ତ୍ରଣା ଏବଂ ସମ୍ବେଦନଶୀଳତା ଅନୁଭବ କରନ୍ତି, ଏବଂ ଶୀତଦିନ ଆସିବା ମାତ୍ରେ ଏହି ସମସ୍ୟା ବଢିଯାଏ। ଥଣ୍ଡା ପାଣି ପିଇବା, ଆଇସ୍କ୍ରିମ୍ ଖାଇବା କିମ୍ବା ଥଣ୍ଡା ପାଗରେ ବାହାରକୁ ଯିବା ମଧ୍ୟ ଦାନ୍ତରେ ଯନ୍ତ୍ରଣା ଦେଇପାରେ। ତେବେ ଆସନ୍ତୁ ଏହାର କିଛି ଘରୋଇ ଉପଚାର ଜାଣିବା।