Heart Attacks: ୯ ବର୍ଷ ଝିଅର ହୃଦଘାତରେ ମୃତ୍ୟୁ; ଜାଣନ୍ତୁ ଶିଶୁମାନଙ୍କ ଶରୀରରେ ଦେଖା ଦେଉଥିବା ହୃଦଘାତର ଲକ୍ଷଣ

ରାଜସ୍ଥାନର ସିକାରରେ ଏକ ୯ ବର୍ଷୀୟ ନାବାଳିକାଙ୍କ ହୃଦଘାତ ଜନିତ ମୃତ୍ୟୁ ହୋଇଥିଲା। ଶିଶୁଙ୍କଠାରେ ହୃଦଘାତ ଖୁବ୍ କମ୍ ଦେଖା ଗଲେ ମଧ୍ୟ ଆଗୁଆ ସଚେତନ ହେବା ନିହାତି ଜରୁରୀ।

Heart Attacks: ୯ ବର୍ଷ ଝିଅର ହୃଦଘାତରେ ମୃତ୍ୟୁ; ଜାଣନ୍ତୁ ଶିଶୁମାନଙ୍କ ଶରୀରରେ ଦେଖା ଦେଉଥିବା ହୃଦଘାତର ଲକ୍ଷଣ
Array