Hina Khan: ୱିଗ୍ ନପିନ୍ଧି ରେଡ୍ କାର୍ପେଟ୍‌ରେ ଏଣ୍ଟ୍ରୀ କଲେ ହିନା ଖାନ; ଲୋକଙ୍କ ଆଖି ଲାଖି ଗଲା

ଟିଭି ଦୁନିଆରେ ହିନା ଖାନ ଜଣେ ଲୋକପ୍ରିୟ ସୁନ୍ଦରୀ। ଆଜିକାଲି ଅଭିନେତ୍ରୀ ସ୍ତନ କର୍କଟର ତୃତୀୟ ପର୍ଯ୍ୟାୟର ଯନ୍ତ୍ରଣା ଦେଇ ଗତି କରୁଛନ୍ତି। କିନ୍ତୁ ଏହି ପରିସ୍ଥିତିରେ ମଧ୍ୟ ତାଙ୍କର ଆକର୍ଷଣ କମି ନାହିଁ। ଏବେ ଅଭିନେତ୍ରୀ ଏକ ଇଭେଣ୍ଟରେ ଯୋଗଦେଇଥିଲେ। ଏଠାରୁ ତାଙ୍କର ଫଟୋ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହେଉଛି।

Hina Khan: ୱିଗ୍ ନପିନ୍ଧି ରେଡ୍ କାର୍ପେଟ୍‌ରେ ଏଣ୍ଟ୍ରୀ କଲେ ହିନା ଖାନ; ଲୋକଙ୍କ ଆଖି ଲାଖି ଗଲା
Array