History of Cholera: ୨୦୦ ବର୍ଷରେ ବିଶ୍ୱ ଦେଖିଛି ୭ଟି କଲେରା ମହାମାରୀ, ବେଳେବେଳେ ପଦା ହୋଇଯାଉଥିଲା ଗୋଟେ ଗୋଟେ ସହର

ବିଶ୍ୱ ଇତିହାସରେ କଲେରା ଆତଙ୍କମୟ ପରିସ୍ଥିତି ସୃଷ୍ଟି କରୁଥିଲା। ଉନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରୁ ବିଂଶ ଓ ଏକବିଂଶ ଶତାବ୍ଦୀରେ ମହାମାରୀର ରୂପ ନେଇ କଲେରା ବର୍ଷ ବର୍ଷ ଧରି ନରସଂହାର ଜାରି ରଖୁଥିଲା। ଆଜି ଆସନ୍ତୁ ଜାଣିବା କଲେରା ମହାମାରୀର ଇତିହାସ।

History of Cholera: ୨୦୦ ବର୍ଷରେ ବିଶ୍ୱ ଦେଖିଛି ୭ଟି କଲେରା ମହାମାରୀ, ବେଳେବେଳେ ପଦା ହୋଇଯାଉଥିଲା ଗୋଟେ ଗୋଟେ ସହର
Array