Holi Fever: ପୁରପଲ୍ଲୀରୁ ସହର, ରଙ୍ଗର ପର୍ବରେ ସମସ୍ତେ ସାମିଲ

ଫଗୁଣର ଫଗୁରେ ରଂଗୀନ ପୁରା ପରିବେଶ। ରଙ୍ଗମୟ ସାରା ରାଜ୍ୟ। ପିଲାଠୁ ବଡ଼ ସମସ୍ତେ ମସଗୁଲ ହୋଲି ଖେଳରେ। ଆନନ୍ଦ ଉଲ୍ଲାସର ସହ ରଙ୍ଗ ଖେଳି ପରସ୍ପରକୁ ଜଣାଇଛନ୍ତି ହୋଲିର ଶୁଭେଚ୍ଛା।

Holi Fever: ପୁରପଲ୍ଲୀରୁ ସହର, ରଙ୍ଗର ପର୍ବରେ ସମସ୍ତେ ସାମିଲ
Array