Hospital Tragedy: ଭୁଲ ଇଞ୍ଜେକ୍ସନ ନେଲା ଜୀବନ; ୫ ମୃତ

କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଗତ କାଲି ବିଳମ୍ବିତ ରାତ୍ରିରେ ଭୁଲ ଇଞ୍ଜେକ୍ସନ ଦେବାରୁ ଏକା ସଙ୍ଗେ ଆଇସିୟୁରେ ୩ ଜଣ ଓ ୱାର୍ଡରେ ୨ ଜଣଙ୍କ ମୃତ୍ୟୁ ଘଟିଛି।

Hospital Tragedy: ଭୁଲ ଇଞ୍ଜେକ୍ସନ ନେଲା ଜୀବନ; ୫ ମୃତ
Array