How Ritika Rath Cracked Civil Services Exam: ସିଭିଲ୍ ସର୍ଭିସ ପରୀକ୍ଷାରେ ସଫଳତା ପଛର ରାଜ୍ କହିଲେ ରିତିକା ରଥ
ପ୍ରଥମ ପରୀକ୍ଷା ସେମିତି ଦେଇ ଦେଇଥିଲେ, କେମିତି ପ୍ରଶ୍ନ ଆସୁଛି ଜାଣିବା ପାଇଁ । ତା ପରେ ସିରିୟସ୍ ହୋଇ ପ୍ରସ୍ତୁତି ଆରମ୍ଭ କରିଦେଲେ । ଭୁବନେଶ୍ୱରରେ କୋଚିଂ ନେଇଥିଲେ । ତାଙ୍କ ମତରେ, କୋଚିଂ ସେଣ୍ଟରରେ କେବଳ ବେସିକ୍ ନୋଟ୍ କରିବା ପାଇଁ ଭଲ । ଏହା ପରେ ନିଜକୁ ଅଧିକ ପ୍ରସ୍ତୁତ କରିବାକୁ ପଡ଼େ । ଏହି ପ୍ରସ୍ତୁତି ପାଇଁ ଅନଲାଇନରେ ସବୁ କିଛି ମିଳୁଛି । କୋଚିଂ ପାଇଁ ଭୁବନେଶ୍ୱର ଛାଡି ଦିଲ୍ଲୀ ଯିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ରିତିକା ।