IAS Bishnupada Sethi: ଅଡ଼ୁଆରେ ବରିଷ୍ଠ IAS ଅଫିସର ବିଷ୍ଣୁପଦ ସେଠୀ; ଆଜି ଜେରା କରିବ CBI !

ଆଳୁ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଏବେ ଏଥିରେ ସାମ୍ନାକୁ ଆସିଛି ବରିଷ୍ଠ ଆଇଏଏସ ଅଫିସର ବିଷ୍ଣୁପଦଙ୍କ ନାଁ। ଯେଉଁଥିପାଇଁ ଗତ ୧୧ ତାରିଖରେ ହାଜର ହେବାକୁ ନୋଟିସ୍ କରିଥିଲା। ଏସବୁ ଭିତରେ ତାଙ୍କ ୩ ଡ୍ରାଇଭରଙ୍କୁ ଜେରା କରିଛି ସିବିଆଇ।

IAS Bishnupada Sethi: ଅଡ଼ୁଆରେ ବରିଷ୍ଠ IAS ଅଫିସର ବିଷ୍ଣୁପଦ ସେଠୀ; ଆଜି ଜେରା କରିବ CBI !
Array