IFS Officer Jumps From Building: ମାରିଦେଲା ମାନସିକ ଚାପ: ବିଲଡିଂରୁ ଡେଇଁ ଜୀବନ ହାରିଲେ IFS ଅଧିକାରୀ...
ବିଲଡିଂରୁ ଡେଇଁ ଜୀବନ ହାରିଲେ IFS ଅଧିକାରୀ । ଜଣେ IFS ଅଧିକାରୀ ଏମିତି ଜୀବନ ହାରିବା ନେଇ ଏବ ସବୁଠି ଚର୍ଚ୍ଚାର ବିଷୟ ପାଲିଟିଛି। ଏଭଳି ଅଭାବନୀୟ ଘଟଣା ଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଘଟିଛି ।