ଚିତ୍ର ନେଲେ, ଚିଠି ପଠାଇଲେ
ରାଜ୍ୟର ସେହି ସବୁ ଚିତ୍ରକରଙ୍କ ନିକଟକୁ ମୋଦି ଚିଠି ପଠାଇଛନ୍ତି, ଯେଉଁମାନଙ୍କଠାରୁ ସେ ନିର୍ବାଚନ ପ୍ରଚାର ବେଳେ ବିଭିନ୍ନ ପ୍ରକାରର ଚିତ୍ର ଗ୍ରହଣ କରିଥିଲେ।
ବହୁ କାର୍ଯ୍ୟ ବ୍ୟସ୍ତତା ସତ୍ତ୍ୱେ ନିଜ କଥା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରତିଶ୍ରୁତି ରକ୍ଷା କରି ସେ ପଠାଇଛନ୍ତି ଚିଠି। ରାଜ୍ୟର ସେହି ସବୁ ଚିତ୍ରକରଙ୍କ ନିକଟକୁ ମୋଦି ଚିଠି ପଠାଇଛନ୍ତି, ଯେଉଁମାନଙ୍କଠାରୁ ସେ ନିର୍ବାଚନ ପ୍ରଚାର ବେଳେ ବିଭିନ୍ନ ପ୍ରକାରର ଚିତ୍ର ଗ୍ରହଣ କରିଥିଲେ।