Illegal Liquor Sales Near Schools: ଗାଁରେ ଚାଲିଛି ଚୋରା ମଦ କାରବାର, ତାତିଲେଣି ମହିଳା...

ସ୍କୁଲ ଓ ମନ୍ଦିର ନିକଟରେ ଖୁଲମଖୁଲା ବିକ୍ରି ହେଉଛି ଚୋରା ମଦ । ମଦ୍ୟପଙ୍କ ପ୍ରାଦୁର୍ଭାବରେ ଅତିଷ୍ଠ ହେଲେଣି ମହିଳାମାନେ । ଘରୁ ବାହାରିବାକୁ ଡରୁଛନ୍ତି ମହିଳା ଓ ସ୍କୁଲ ଛାତ୍ରଛାତ୍ରୀ ।

Illegal Liquor Sales Near Schools: ଗାଁରେ ଚାଲିଛି ଚୋରା ମଦ କାରବାର, ତାତିଲେଣି ମହିଳା...
Array