Rasagola Dibasa 2025: ଆଜି ରସଗୋଲା ଦିବସ; ରଲଗୋଲା ଦେଇ ମାଆ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିଥାନ୍ତି ମହାପ୍ରଭୁ…

ମାନ କରି ରହିଥିବା ମା’ ଲକ୍ଷ୍ମୀଙ୍କୁ ମହାପ୍ରଭୁ ରସଗୋଲା ନୈବେଦ୍ୟ ଦେଇ ମାନଭଞ୍ଜନ କରିବାର ଅନନ୍ୟ ପରମ୍ପରା ରହିଛି। ଏହି ପରମ୍ପରା ଓଡ଼ିଆ ସଂସ୍କୃତିରେ ରସଗୋଲାର ମହତ୍ତ୍ୱକୁ ଦର୍ଶାଏ। ଏହି ଅବସରରେ ସାରା ଓଡ଼ିଶାରେ ରସଗୋଲା ଦିବସ ପାଳନ କରାଯାଉଛି ।

Rasagola Dibasa 2025: ଆଜି ରସଗୋଲା ଦିବସ; ରଲଗୋଲା ଦେଇ ମାଆ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିଥାନ୍ତି ମହାପ୍ରଭୁ…
Array