India Air Strike Immediate Military Actions: ଏୟାର ଷ୍ଟ୍ରାଇକ୍‌: ଅର୍ଦ୍ଧସାମରିକ ବାହିନୀର ଛୁଟି ବାତିଲ୍‌

ବୁଧବାର ରାତି ୧ଟା ୪୪ରୁ ଭାରତ ପକ୍ଷରୁ ଆରମ୍ଭ ହୋଇଥିବା ଏୟାର ଷ୍ଟ୍ରାଇକ ଯୋଗୁଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅର୍ଦ୍ଧସାମରିକ ବାହିନୀର ଛୁଟି ବାତିଲ୍ କରିବାକୁ ଘୋଷଣା କରିଛନ୍ତି ।

India Air Strike Immediate Military Actions: ଏୟାର ଷ୍ଟ୍ରାଇକ୍‌: ଅର୍ଦ୍ଧସାମରିକ ବାହିନୀର ଛୁଟି ବାତିଲ୍‌
Array