India Closes Airspace for Pakistan: ବଡ଼ ଆକ୍ସନ ନେଲା ଭାରତ; ଭାରତ ଆକାଶରେ ଉଡ଼ିପାରିପାରିବନି ପାକିସ୍ତାନ ବିମାନ
ପୂର୍ବରୁ ଭାରତ ପାଇଁ ଏୟାରସ୍ପେଶ୍ ବନ୍ଦ କରିଥିଲା ପାକିସ୍ତାନ। ଭାରତର ଏହାର ମୁହଁତୋଡ଼ ଜବାବ ଦେବା ସହ ସମସ୍ତ ଏୟାରସ୍ପେଶକୁ ବନ୍ଦ କରିଛି। ପୂର୍ବରୁ ଭାରତ-ପାକ୍ ବାଣିଜ୍ୟ କାରବାର ଛିନ୍ନ ହୋଇଥିବାବେଳେ ଆକାଶ ମାର୍ଗ ବନ୍ଦ ହେବା ପାକିସ୍ତାନ ଉପରେ ଭାରତର କୂଟନୈତିକ ଓ ଆର୍ଥିକ ପ୍ରହାର କୁହାଯାଉଛି ।