India Japan Moon Mission: ଜାପାନ ସହ ମିଳିତ ଭାବେ ଇସ୍ରୋ କରିବ ଚନ୍ଦ୍ରଯାନ ମିଶନ

ଓଡ଼ିଶା ଗସ୍ତରେ ଆସି ବଡ଼ ଖୁଲାସା କଲେ ଇସ୍ରୋ ଅଧ୍ୟକ୍ଷ। ଦୁଇ ଦୁଇଟି ମୁନ୍ ମିଶନ, ଗଗନଯାନ, ଭାରତର ନିଜସ୍ବ ସ୍ପେଶ୍ ଷ୍ଟେସନ୍ ଆଦି ସଂପର୍କରେ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ଡକ୍ଟର ଭି. ନାରାୟଣନ୍। କହିଛନ୍ତି, ଚନ୍ଦ୍ରଯାନ-୪ ଜାପାନ ସହାୟତାରେ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। 

India Japan Moon Mission: ଜାପାନ ସହ ମିଳିତ ଭାବେ ଇସ୍ରୋ କରିବ ଚନ୍ଦ୍ରଯାନ ମିଶନ
Array