India Pakistan Conflict: ପାକିସ୍ତାନକୁ ରାଜନାଥ ଶୁଣାଇଲେ ଚରମବାଣୀ; କହିଲେ, ଧର୍ମ ପଚାରି ମାରିଥିଲେ, କର୍ମ ଅନୁସାରେ ଦଣ୍ଡ ଦେଲୁ
ଆତଙ୍କୀ ଭାରତର ମୁଣ୍ଡକୁ ଆଘାତ କଲେ। ଆମେ ସେମାନଙ୍କର ଛାତିକୁ ଚିରି ପ୍ରହାର କରିଛୁ । ଆମ ସେନା କେବଳ ଟାର୍ଗେଟ ଭେଦିଥାଏ, ଶବ ଗଣିଥାଏ ଶତ୍ରୁ । ପହଲଗାମରେ ଧର୍ମ ପଚାରି ନିର୍ଦ୍ଦୋଷଙ୍କୁ ମାରିଲେ ଆତଙ୍କୀ । ଆମେ କର୍ମ ଦେଖି ସେମାନଙ୍କୁ ମୃତ୍ୟୁଦଣ୍ଡ ଦେଇଛୁ ।