Indian Railways: ରେଳ ଯାତ୍ରୀମାନଙ୍କ ପାଇଁ ଖୁସି ଖବର; ବଡ଼ ପଦକ୍ଷେପ ନେଲା ରେଳ ବିଭାଗ...
କମ୍ ଦୂରତାର ଯାତ୍ରୀମାନଙ୍କୁ ଆଉ ହେବାକୁ ପଡ଼ିବନି ହଇରାଣ । ରେଳ ବିଭାଗ ୫୦ଟି ନୂଆ ନମୋ ଭାରତ ଏସି ଟ୍ରେନ୍ ତିଆରି କରିବ । ୧୦୦ଟି ମେମୁ ଟ୍ରେନ୍ ମଧ୍ୟ ଚାଲିବ । କମ୍ ଦୂରତା ପାଇଁ ଯାତ୍ରୀମାନଙ୍କୁ ଦୃଷ୍ଟି ରଖି ରେଳ ବିଭାଗ ଏଭଳି ପଦକ୍ଷେପ ନେଇଛି।