ଦେଶର ସବୁଠୁ କୁନି ଗାଈ, ଦାମ୍‌ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଏହି ବିରଳ ପ୍ରଜାତିର ଗାଈମାନେ ଆନ୍ଧ୍ର ପ୍ରଦେଶରେ ଦେଖାଯାଆନ୍ତି । ଏମାନେ ଧଳା, କସରା ଓ କଳାରଙ୍ଗର ହୋଇଥା’ନ୍ତି । ପୁଙ୍ଗନୁର ଦେଖିବାକୁ ଖୁବ୍‌ ସୁନ୍ଦର ଏବଂ ସାଧାରଣ ମଧ୍ୟ । ଏମାନଙ୍କର ୧୦ରୁ ୧୫ ସେଣ୍ଟିମିଟର ଶିଙ୍ଗ ରହିଥାଏ ।