India's Retaliation on Terrorism: ମଧୁବନି ମାଟିରୁ ମୋଦିଙ୍କ ହୁଙ୍କାର, ନରଂସହାରକାରୀଙ୍କୁ କଳ୍ପନା ବାହାରେ ଦଣ୍ଡ ଦେବୁ

ପହଲଗାମ୍ ନରସଂହାରରେ ସଂପୃକ୍ତ ଆତଙ୍କୀ ଓ ସେମାନଙ୍କ ଆକ୍କାଙ୍କୁ ଆଜି ବିହାର ମଧୁବନିରେ ଏକ ଜନସଭାରୁ ପ୍ରଧାନମନ୍ତ୍ରୀ ମୋଦି ସିଧା ସିଧା ଶୁଣାଇଛନ୍ତି ଏଭଳି ଚରମବାଣୀ। ମଙ୍ଗଳବାର ଉପତ୍ୟକାରେ ଘଟିଥିବା ଛାତିଥରା ଘଟଣା ପରଠୁ ପ୍ରଥମ ଥର ପାଇଁ ମୁହଁ ଖୋଲି ମୋଦି ଆହୁରି ମଧ୍ୟ କହିଛନ୍ତି- ଏ ଆକ୍ରମଣ କେବଳ ପର୍ଯ୍ୟଟକଙ୍କ ଉପରେ ହୋଇନି, ବରଂ ଭାରତର ଆସ୍ଥାକୁ ଆକ୍ରମଣ କରିବାର ଦୁଃସାହସ କରିଛନ୍ତି ଶତ୍ରୁ। ସେମାନଙ୍କୁ ଟ୍ରାକ୍ କରିବୁ, ଖୋଜି ଖୋଜି ସଫା କରିବୁ।

India's Retaliation on Terrorism: ମଧୁବନି ମାଟିରୁ ମୋଦିଙ୍କ ହୁଙ୍କାର, ନରଂସହାରକାରୀଙ୍କୁ କଳ୍ପନା ବାହାରେ ଦଣ୍ଡ ଦେବୁ
Array