ଜଗତସିଂପୁର ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି କଲା ବିଜେଡି

ଭୁବନେଶ୍ୱର : ବିଧାନସଭା ନିର୍ବାଚନକୁ ଆଉ ଦିନ କେଇଟା ଥିବାବେଳେ ଜଗତସିଂପୁର ଜିଲ୍ଲା ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତି ହୋଇଛନ୍ତି I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ବିଭିନ୍ନ ନିର୍ବାଚନ କ୍ଷେତ୍ର ପାଇଁ ବୁଧୁବାର ଦିନ ନିଯୁକ୍ତି କରିଛନ୍ତି ପର୍ଯ୍ୟବେକ୍ଷକ I ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଗିରିଶ ଚନ୍ଦ୍ର ଦାସଙ୍କୁ ଜଗତସିଂହପୁର ଜିଲା କୋ-ଅବ୍‌ଜରଭର ଭାବେ ନିଯୁକ୍ତ କରାଯାଇଥିବା ବେଳେ ମୀନକେତନ ଅମାତଙ୍କୁ ଜଗତ୍‌ସିଂହପୁର ଜିଲା ବାଲିକୁଦା ବିଧାନସଭା ନିର୍ବାଚନମଣ୍ଡଳୀ, ମନୋଜ କୁମାର ନାୟକ ଜଗତ୍‌ସିଂହପୁର ବିଧାନସଭା ନିର୍ବଚାନମଣ୍ଡଳୀ, […]

ଜଗତସିଂପୁର ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି କଲା ବିଜେଡି
ଜଗତସିଂପୁର ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି କଲା ବିଜେଡି

ଭୁବନେଶ୍ୱର : ବିଧାନସଭା ନିର୍ବାଚନକୁ ଆଉ ଦିନ କେଇଟା ଥିବାବେଳେ ଜଗତସିଂପୁର ଜିଲ୍ଲା ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତି ହୋଇଛନ୍ତି I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ବିଭିନ୍ନ ନିର୍ବାଚନ କ୍ଷେତ୍ର ପାଇଁ ବୁଧୁବାର ଦିନ ନିଯୁକ୍ତି କରିଛନ୍ତି ପର୍ଯ୍ୟବେକ୍ଷକ I ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଗିରିଶ ଚନ୍ଦ୍ର ଦାସଙ୍କୁ ଜଗତସିଂହପୁର ଜିଲା କୋ-ଅବ୍‌ଜରଭର ଭାବେ ନିଯୁକ୍ତ କରାଯାଇଥିବା ବେଳେ ମୀନକେତନ ଅମାତଙ୍କୁ ଜଗତ୍‌ସିଂହପୁର ଜିଲା ବାଲିକୁଦା ବିଧାନସଭା ନିର୍ବାଚନମଣ୍ଡଳୀ, ମନୋଜ କୁମାର ନାୟକ ଜଗତ୍‌ସିଂହପୁର ବିଧାନସଭା ନିର୍ବଚାନମଣ୍ଡଳୀ, ସୋଲାର ମିଶ୍ରଙ୍କୁ ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ଏବଂ ସନ୍ତୋଷ ବେଜ୍‌ ପାରାଦୀପ ବିଧାନସଭା ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକଙ୍କୁ ଭାବେ ନିଯୁକ୍ତି ଦିଆଯାଇଛି।