Indo-Pak Talks Renewed: ଯୁଦ୍ଧ ବିରାମ: ଆଜି ପୁଣି ଭାରତ-ପାକିସ୍ତାନ ମଧ୍ୟରେ କଥାବାର୍ତ୍ତା

ମେ' ୧୦ ତାରିଖରେ ହୋଇଥିବା DGMO ସ୍ତରୀୟ ବୈଠକରେ ଅସ୍ତ୍ରବିରତି ନେଇ ଉଭୟ ଦେଶ ସହମତି ପ୍ରକାଶ କରିଥିଲେ। ଅସ୍ତ୍ର ବିରତି ଘୋଷଣା ପରଠୁ ସୀମାରେ ଶାନ୍ତି ପରିସ୍ଥିତି ରହିଛି। ଏପଟେ ପାକିସ୍ତାନକୁ କଡ଼ା ଚେତାବନୀ ଦେଇ ପିଏମ୍ ମୋଦି କହିଛନ୍ତି, ସେପଟୁ ଗୁଳି ଚଳାଇଲେ, ଏପଟୁ ଗୋଳା ବର୍ଷିବ ।

Indo-Pak Talks Renewed: ଯୁଦ୍ଧ ବିରାମ:  ଆଜି ପୁଣି ଭାରତ-ପାକିସ୍ତାନ ମଧ୍ୟରେ କଥାବାର୍ତ୍ତା
Array