Indus Waters Treaty: ପାଣି ପାଇଁ କାନ୍ଦିବ ପାକିସ୍ତାନ

ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ବାସଭବନରେ ବସିଥିବା ସୁରକ୍ଷା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଚୁକ୍ତି ବାତିଲ ପରେ ଆଗାମୀ ଦିନରେ ପାଣି ପାଇଁ ଡହଳ ବିକଳ ପାକିସ୍ତାନ ହେବ।

Indus Waters Treaty: ପାଣି ପାଇଁ କାନ୍ଦିବ ପାକିସ୍ତାନ
Array