ବାହାରୁ ଦେଖିଲେ ଆଲମିରା କିନ୍ତୁ ଭିତରେ ଆତଙ୍କୀଙ୍କ ଷୁଡ଼ଙ୍ଗ
କାଶ୍ମୀରରେ ଆତଙ୍କବାଦୀଙ୍କ କଳା କାହାଣୀର ଆଉ ଏକ ଫର୍ଦ୍ଦ। ଘର ଆଲମାରୀ ଭିତରେ ସୁଡ଼ଙ୍ଗ ବନାଇ ଲୁଚି ରହୁଥିଲେ ଆତଙ୍କବାଦୀ। ମାସ ମାସ ଧରି ଏହି ବଙ୍କର ପାଲଟିଥିଲା ସେଫ୍ ହେଭେନ୍।