Innovative Farming:ସେଓ ଚାଷ କରି ଚର୍ଚ୍ଚାରେ ଇଞ୍ଜିନିଅର, ଉଚ୍ଚ ତାପମାତ୍ରାରେ ବି ଫଳାଇଦେଲେ ଫଳ

ରାଜ୍ୟ ସରକାରଙ୍କ ଅଧିନରେ ଜଣେ ଇଞ୍ଜିନିଅର୍ ଭାବେ କାମ କରୁଥିଲେ । କିନ୍ତୁ ମନେ ମନେ ନିଷ୍ପତ୍ତି ନେଇ ସାରିଥିଲେ, ଅବସର ପରେ ଜଣେ ଭଲ ଚାଷୀ ହେବେ । ଏବେ ତାଙ୍କ ସ୍ୱପ୍ନ ସାକାର ହୋଇଛି। ଗାଁରେ ଟାଙ୍ଗରା ଭୂଇଁରେ ଫଳାଇଛନ୍ତି ସେଓ। ତାହା ପୁଣି ୪୦ ଡିଗ୍ରୀ ଉପର ତାପମାତ୍ରାରେ ।

Innovative Farming:ସେଓ ଚାଷ କରି ଚର୍ଚ୍ଚାରେ ଇଞ୍ଜିନିଅର, ଉଚ୍ଚ ତାପମାତ୍ରାରେ ବି ଫଳାଇଦେଲେ ଫଳ
Array