Microsoft Shut Down Skype: ଆଜିଠୁ ସବୁଦିନ ପାଇଁ ବନ୍ଦ ହେଲା ସ୍କାଇପ୍‌, ଜାଣନ୍ତୁ କାରଣ...

ଆଜିଠାରୁ ସବୁ ଦିନ ପାଇଁ ବନ୍ଦ ହେଲା ଭିଡିଓ କଲିଂ ଆପ୍ ସ୍କାଇପ୍‌ । ଭିଡ଼ିଓ ଓ ଭଏସ କଲ ଯୋଗଯୋଗର ଏକ ଆପ୍ ହେଉଛି ସ୍କାଇପ୍‌ । ୨୨ ବର୍ଷ ପୂର୍ବେ ଏହାର ଲଞ୍ଚ ହୋଇଥିଲା । ଜାଣନ୍ତୁ ବନ୍ଦ ହେବାର କାରଣ ?

Microsoft Shut Down Skype: ଆଜିଠୁ ସବୁଦିନ ପାଇଁ ବନ୍ଦ ହେଲା ସ୍କାଇପ୍‌, ଜାଣନ୍ତୁ କାରଣ...
Array