IOS 18 ସହ ଆପଲ IPhoneରେ ହେଲା ବଡ ପରିବର୍ତ୍ତନ ! ଆସିଲା ଜବରଦସ୍ତ ଫିଚର୍ସ

ମୁମ୍ଵାଇ ୨୦।୦୯; ଏବେ ଭାରତରେ ଆଇଫୋନ ୧୬ ବିକ୍ରି ଆରମ୍ଭ ହୋଇଛି। ବର୍ତ୍ତମାନ ଆଇଫୋନ iOS 18 କୁ ସମର୍ଥନ କରୁଥିବା ଏକ ଡିଭାଇସ୍ ଅଛି, ଆପଣ ଲାଟେଷ୍ଟ ଆଇଫୋନ୍ ଗୁଡିକରେ ଉପଲବ୍ଧ ସମସ୍ତ ନୂତନ ସଫ୍ଟୱେର୍ ଫିଚର୍ସ ପାଇପାରିବେ।  ଭଲ ଖବର ହେଉଛି iOS 18ରେ ବଡ ଅପଡେଟ୍‌ ଆସିଛି। ଯାହା କଷ୍ଟମ୍ ଆଇକନ୍, ଏକ ନୂତନ କଣ୍ଟ୍ରୋଲ୍ ସେଣ୍ଟର ଏବଂ ଆପ୍ ଲକ୍ ଭଳି ଅନେକ ଫିଚର୍ସ ପ୍ରଦାନ କରାଯାଇଛି। ହେଲେ ‘AI’ ଫିଚର୍ସ ଗୁଡିକ ଏପର୍ଯ୍ୟନ୍ତ ରୋଲ ଆଉଟ୍‌ ହୋଇନାହିଁ। ହେଲେ ଆଇଫୋନରେ ୫ ଟି ବଡ଼ ପରିବର୍ତ୍ତନ ହୋଇଛି । ଆସନ୍ତୁ ଜାଣିବା ଏହା ବିଷୟରେ…ହୋମ ସ୍କ୍ରିନକୁ ବ୍ୟକ୍ତିଗତ କରନ୍ତୁ IOS 18 କୁ ଅପଡେଟ୍ କରିବା ପରେ, ଅଧିକାଂଶ ପରିବର୍ତ୍ତନ ହୋମ ସ୍କ୍ରିନରେ ଦୃଶ୍ୟମାନ ହୋଇଛି । ପ୍ରଥମ ଥର ପାଇଁ, ଆଇଫୋନ୍ ୟୁଜର୍ସମାନେ ଗୋଟିଏ ପ୍ୟାଟନ ଲକ୍ ହେବା ପରିବର୍ତ୍ତେ ଗ୍ରୀଡରେ ଯେକୌଣସି ସ୍ଥାନରେ ଆପ୍ ଆଇକନ୍ ରଖିପାରିବେ । ଆପ୍ ଆଇକନ୍ ଗୁଡିକୁ ତୁମର ଫୋନର ୱାଲପେପର ସହିତ ମେଳାଇବା ପାଇଁ, ସେଗୁଡ଼ିକୁ ଡାର୍କ ମୋଡରେ ସେଟ୍ କରିପାରିବେ । ଦିନ କିମ୍ବା ରାତି ପାଇଁ ଆଡଜଷ୍ଟ କରିବା ପାଇଁ ବି ସେଟ କରିପାରିବେ।  ଆପ ଲକ୍‌ଆପଲ୍ ସେନ୍‌ସିଟିଭ୍‌ ଆପ୍ ପ୍ରବେଶ କରିବା ଏବଂ ଆପଣଙ୍କର ବ୍ୟକ୍ତିଗତ ସୂଚନା ଚୋରି କରିବା କଷ୍ଟକର କରି ଦେଇଛି । IOS 18 ରେ, ଆପଣ ଯେକୌଣସି ଆପ୍ ପାଇଁ ଏକ ଏକ୍ସଟ୍ରା ସ୍ତର ଯୋଡିବା ପାଇଁ ଆପଣ Face ID ବ୍ୟବହାର କରିପାରି

IOS 18 ସହ ଆପଲ IPhoneରେ ହେଲା ବଡ ପରିବର୍ତ୍ତନ ! ଆସିଲା ଜବରଦସ୍ତ ଫିଚର୍ସ

ମୁମ୍ଵାଇ ୨୦।୦୯; ଏବେ ଭାରତରେ ଆଇଫୋନ ୧୬ ବିକ୍ରି ଆରମ୍ଭ ହୋଇଛି। ବର୍ତ୍ତମାନ ଆଇଫୋନ iOS 18 କୁ ସମର୍ଥନ କରୁଥିବା ଏକ ଡିଭାଇସ୍ ଅଛି, ଆପଣ ଲାଟେଷ୍ଟ ଆଇଫୋନ୍ ଗୁଡିକରେ ଉପଲବ୍ଧ ସମସ୍ତ ନୂତନ ସଫ୍ଟୱେର୍ ଫିଚର୍ସ ପାଇପାରିବେ।  ଭଲ ଖବର ହେଉଛି iOS 18ରେ ବଡ ଅପଡେଟ୍‌ ଆସିଛି। ଯାହା କଷ୍ଟମ୍ ଆଇକନ୍, ଏକ ନୂତନ କଣ୍ଟ୍ରୋଲ୍ ସେଣ୍ଟର ଏବଂ ଆପ୍ ଲକ୍ ଭଳି ଅନେକ ଫିଚର୍ସ ପ୍ରଦାନ କରାଯାଇଛି। ହେଲେ ‘AI’ ଫିଚର୍ସ ଗୁଡିକ ଏପର୍ଯ୍ୟନ୍ତ ରୋଲ ଆଉଟ୍‌ ହୋଇନାହିଁ। ହେଲେ ଆଇଫୋନରେ ୫ ଟି ବଡ଼ ପରିବର୍ତ୍ତନ ହୋଇଛି । ଆସନ୍ତୁ ଜାଣିବା ଏହା ବିଷୟରେ…

ହୋମ ସ୍କ୍ରିନକୁ ବ୍ୟକ୍ତିଗତ କରନ୍ତୁ 

IOS 18 କୁ ଅପଡେଟ୍ କରିବା ପରେ, ଅଧିକାଂଶ ପରିବର୍ତ୍ତନ ହୋମ ସ୍କ୍ରିନରେ ଦୃଶ୍ୟମାନ ହୋଇଛି । ପ୍ରଥମ ଥର ପାଇଁ, ଆଇଫୋନ୍ ୟୁଜର୍ସମାନେ ଗୋଟିଏ ପ୍ୟାଟନ ଲକ୍ ହେବା ପରିବର୍ତ୍ତେ ଗ୍ରୀଡରେ ଯେକୌଣସି ସ୍ଥାନରେ ଆପ୍ ଆଇକନ୍ ରଖିପାରିବେ । ଆପ୍ ଆଇକନ୍ ଗୁଡିକୁ ତୁମର ଫୋନର ୱାଲପେପର ସହିତ ମେଳାଇବା ପାଇଁ, ସେଗୁଡ଼ିକୁ ଡାର୍କ ମୋଡରେ ସେଟ୍ କରିପାରିବେ । ଦିନ କିମ୍ବା ରାତି ପାଇଁ ଆଡଜଷ୍ଟ କରିବା ପାଇଁ ବି ସେଟ କରିପାରିବେ।  

ଆପ ଲକ୍‌

ଆପଲ୍ ସେନ୍‌ସିଟିଭ୍‌ ଆପ୍ ପ୍ରବେଶ କରିବା ଏବଂ ଆପଣଙ୍କର ବ୍ୟକ୍ତିଗତ ସୂଚନା ଚୋରି କରିବା କଷ୍ଟକର କରି ଦେଇଛି । IOS 18 ରେ, ଆପଣ ଯେକୌଣସି ଆପ୍ ପାଇଁ ଏକ ଏକ୍ସଟ୍ରା ସ୍ତର ଯୋଡିବା ପାଇଁ ଆପଣ Face ID ବ୍ୟବହାର କରିପାରିବେ । ଆପଣ କୌଣସି ଥାର୍ଡ ପାର୍ଟି ଆପ୍ ବିନା ଯେକୌଣସି ଆପ୍ ଲକ୍ କରିପାରିବେ ।

ଭଏସ୍ ମେମୋ ପାଇଁ AI ଟ୍ରାନ୍ସକ୍ରିପସନ୍ 

ଯେତେବେଳେ ତୁମେ ତୁମର ଆଇଫୋନ୍ କୁ iOS 18 ରେ ଅପଡେଟ୍ କରୁଛ ଏବଂ ଭଏସ୍ ମେମୋସ୍ ଆପ୍ ଖୋଲ, ତୁମେ ଦେଖିବ ଯେ ତୁମେ ଅଡିଓ ରେକର୍ଡ କରିବାବେଳେ ଏହା ବର୍ତ୍ତମାନ ତୁମର ସ୍ୱରର ଲାଇଭ ଟ୍ରାନ୍ସକ୍ରିପ୍ଟ  ଦେଖାଯିବ । ପୂର୍ବରୁ, ଆଇଫୋନ୍ ୟୁଜର୍ସମାନଙ୍କୁ ଭଏସ୍ ମେମୋ ଟ୍ରାନ୍ସକ୍ରିପସନ୍ କରିବାକୁ ଏକ ଥାର୍ଡ-ପାର୍ଟି ଆପ୍ ଡାଉନଲୋଡ୍ କରିବାକୁ ପଡୁଥିଲା, କିନ୍ତୁ ଏବେଚତାହା ଆଉ ଆବଶ୍ୟକ ନାହିଁ ।

ମାସିକ ଖର୍ଚ୍ଚ ରେକର୍ଡ କରିବା ପାଇଁ ଆଇଫୋନ୍ ଏକ ଡାଏରୀ କିମ୍ବା ବୁକ୍ ରଖିବା ଭଳି କାର୍ଯ୍ୟ କରିପାରିବ, ଯେପରି କି ଆପଣ ଖାଦ୍ୟ ସାମଗ୍ରୀରେ କେତେ ଖର୍ଚ୍ଚ କରିଛନ୍ତି, ଆପଣଙ୍କ ଆଇଫୋନ୍ EMI କେବେ ଦେବେ ଏବଂ ଆହୁରି କିଛି ବି ଅଛି କି... ଆପଣ ଆପଣଙ୍କର ଦୈନନ୍ଦିନ ଖର୍ଚ୍ଚକୁ ଆଇଫୋନ୍ ର ନୋଟ୍ ଆପ୍ ରେ ଲଗ୍ କରିପାରିବେ, କିନ୍ତୁ iOS 18 ରେ ଏକ ନୂତନ ଫିଚର୍ସ ଅଛି। ଯାହା ନୋଟ୍ ଭିତରେ ଆପଣଙ୍କ ପାଇଁ ଗଣିତ ସମସ୍ୟାର ସମାଧାନ କରିବ ।