IPL 2025 Final: ପଞ୍ଜାବ ଜିତିଲା ଟସ୍‌, RCB କରିବ ବ୍ୟାଟିଂ; ଜାଣନ୍ତୁ କେଉଁ ଦଳରୁ କିଏ?

ଅହମ୍ମଦାବାଦ,୩।୬: ଆଇପିଏଲ୍‌ ୨୦୨୫ର ଫାଇନାଲ ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମଙ୍ଗଳବାର ଖେଳାଯାଉଛି। ଏଥିରେ ପଞ୍ଜାବ ଟିମ୍‌ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଅର୍ଥାତ ବାଙ୍ଗାଲୋର ଟିମ୍‌ ପ୍ରଥମେ ବ୍ୟାଟିଂ କରିବ। ମ୍ୟାଚ୍‌ ଲାଗି ପଞ୍ଜାବ ଟିମ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ। ତେବେ କ୍ୱାଲିଫାୟାର ମୁକାବିଲାରେ ପଞ୍ଜାବ ଏହି ମଇଦାନରେ ପ୍ରଥମେ ଟସ୍‌ ଜିତି ବୋଲିଂ କରିଥିଲା। RCB ବନାମ PBKS: RCB: ରଜତ ପାଟିଦାର (ଅଧିନାୟକ), ବିରାଟ […] The post IPL 2025 Final: ପଞ୍ଜାବ ଜିତିଲା ଟସ୍‌, RCB କରିବ ବ୍ୟାଟିଂ; ଜାଣନ୍ତୁ କେଉଁ ଦଳରୁ କିଏ? appeared first on Dharitri Odia News.

IPL 2025 Final: ପଞ୍ଜାବ ଜିତିଲା ଟସ୍‌, RCB କରିବ ବ୍ୟାଟିଂ; ଜାଣନ୍ତୁ କେଉଁ ଦଳରୁ କିଏ?

ଅହମ୍ମଦାବାଦ,୩।୬: ଆଇପିଏଲ୍‌ ୨୦୨୫ର ଫାଇନାଲ ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମଙ୍ଗଳବାର ଖେଳାଯାଉଛି। ଏଥିରେ ପଞ୍ଜାବ ଟିମ୍‌ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଅର୍ଥାତ ବାଙ୍ଗାଲୋର ଟିମ୍‌ ପ୍ରଥମେ ବ୍ୟାଟିଂ କରିବ। ମ୍ୟାଚ୍‌ ଲାଗି ପଞ୍ଜାବ ଟିମ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ। ତେବେ କ୍ୱାଲିଫାୟାର ମୁକାବିଲାରେ ପଞ୍ଜାବ ଏହି ମଇଦାନରେ ପ୍ରଥମେ ଟସ୍‌ ଜିତି ବୋଲିଂ କରିଥିଲା।

RCB ବନାମ PBKS:
RCB: ରଜତ ପାଟିଦାର (ଅଧିନାୟକ), ବିରାଟ କୋହଲି, ଫିଲ ସଲ୍ଟ, ମୟଙ୍କ ଅଗ୍ରୱାଲ, ଲିଆମ ଲିଭିଙ୍ଗଷ୍ଟୋନ, ଜିତେଶ ଶର୍ମା, ରୋମାରିଓ ଶେଫର୍ଡ, କୃଣାଳ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଜୋଶ ହାଜଲେଉଡ ଏବଂ ୟଶ ଦିନଲ।

PBKS: ଶ୍ରେୟସ ଆୟର (ଅଧିନାୟକ), ପ୍ରିୟଙ୍କା ଆର୍ଯ୍ୟ, ଜୋସ ଇଂଲିସ, ନେହଲ ଭାଡେରା, ଶଶାଙ୍କ ସିଂ, ମାର୍କସ ଷ୍ଟୋଇନିସ, ବିଜୟକୁମାର ବୈଶାକ, ଅଜମୁତୁଲ୍ଲା ଓମାରଜାଇ, କାଇଲି ଜାମିସନ, ଅର୍ଶଦୀପ ସିଂହ ଏବଂ ୟୁଜଭେନ୍ଦ୍ର ଚହଲ।

The post IPL 2025 Final: ପଞ୍ଜାବ ଜିତିଲା ଟସ୍‌, RCB କରିବ ବ୍ୟାଟିଂ; ଜାଣନ୍ତୁ କେଉଁ ଦଳରୁ କିଏ? appeared first on Dharitri Odia News.