IPL 2025: ଇଶାନଙ୍କ ଦ୍ରୁତ ଶତକ ସୃଷ୍ଟି କଲା ନୂଆ ରେକର୍ଡ, ରାଜସ୍ଥାନ ଆଗରେ ୨୮୭ ରନର ଟାର୍ଗେଟ ଦେଲା ହାଇଦ୍ରାବାଦ
ନୂଆଦିଲ୍ଲୀ,୨୩।୩: ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୫ ର ମ୍ୟାଚ୍ ନମ୍ବର-୨ ରେ, ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) ଏବଂ ରାଜସ୍ଥାନ ରୟାଲ୍ସ (ଆରଆର) ମଧ୍ୟରେ ମୁକାବିଲା ହେଉଛି। ଏହି ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦ ରାଜସ୍ଥାନ ରୟାଲ୍ସକୁ ଜିତିବା ପାଇଁ ୨୮୭ ରନ୍ର ଟାର୍ଗେଟ ଦେଇଛି। ହାଇଦ୍ରାବାଦ ୬ ୱିକେଟ୍ ହରାଇ ୨୮୬ ରନ୍ କରିଛି। ଏହା ଆଇପିଏଲ ଇତିହାସରେ କୌଣସି ଦଳ ଦ୍ୱାରା ଦ୍ୱିତୀୟ ସର୍ବାଧିକ […] The post IPL 2025: ଇଶାନଙ୍କ ଦ୍ରୁତ ଶତକ ସୃଷ୍ଟି କଲା ନୂଆ ରେକର୍ଡ, ରାଜସ୍ଥାନ ଆଗରେ ୨୮୭ ରନର ଟାର୍ଗେଟ ଦେଲା ହାଇଦ୍ରାବାଦ appeared first on Dharitri Odia News.
ନୂଆଦିଲ୍ଲୀ,୨୩।୩: ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୫ ର ମ୍ୟାଚ୍ ନମ୍ବର-୨ ରେ, ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) ଏବଂ ରାଜସ୍ଥାନ ରୟାଲ୍ସ (ଆରଆର) ମଧ୍ୟରେ ମୁକାବିଲା ହେଉଛି। ଏହି ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦ ରାଜସ୍ଥାନ ରୟାଲ୍ସକୁ ଜିତିବା ପାଇଁ ୨୮୭ ରନ୍ର ଟାର୍ଗେଟ ଦେଇଛି। ହାଇଦ୍ରାବାଦ ୬ ୱିକେଟ୍ ହରାଇ ୨୮୬ ରନ୍ କରିଛି। ଏହା ଆଇପିଏଲ ଇତିହାସରେ କୌଣସି ଦଳ ଦ୍ୱାରା ଦ୍ୱିତୀୟ ସର୍ବାଧିକ ସ୍କୋର ଥିଲା। ହାଇଦ୍ରାବାଦ ପକ୍ଷରୁ ଇଶାନ କିଶାନ ଅପରାଜିତ ଶତକ ହାସଲ କରିଥିଲେ।
???????????????? ???????????????????????? #TATAIPL ???????????????????????????? ????????????????????????????
![]()
A special first for Ishan Kishan as he brought up his
off just 45 balls
![]()
Updates
https://t.co/ltVZAvInEG#SRHvRR | @SunRisers | @ishankishan51 pic.twitter.com/8n92H58XbK
— IndianPremierLeague (@IPL) March 23, 2025
The post IPL 2025: ଇଶାନଙ୍କ ଦ୍ରୁତ ଶତକ ସୃଷ୍ଟି କଲା ନୂଆ ରେକର୍ଡ, ରାଜସ୍ଥାନ ଆଗରେ ୨୮୭ ରନର ଟାର୍ଗେଟ ଦେଲା ହାଇଦ୍ରାବାଦ appeared first on Dharitri Odia News.
off just 45 balls