IPL Highest Score: ଆଇପିଏଲ ଇତିହାସର ସର୍ବାଧିକ ବ୍ୟକ୍ତିଗତ ସ୍କୋର

ଟି୨୦ କ୍ରିକେଟର ମହାକୁମ୍ଭ ତଥା ବିଶ୍ବର ଧନଶାଳୀ କ୍ରିକେଟ ଲିଗ ଆଇପିଏଲ୍ (IPL)ର ୧୮ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଆଇପିଏଲ ଇତିହାସରେ ଅନେକ ଶ୍ରେଷ୍ଠ ଇନିଂସ ଦେଖିବାକୁ ମିଳିଛି। ଅନେକ ରେକର୍ଡ ସୃଷ୍ଟି ହୋଇଥିବା ବେଳେ ଆଗାମୀ ଦିନରେ ମଧ୍ୟ ଆହୁରି ଅନେକ ନୂଆ ରେକର୍ଡ ଦେଖିବାକୁ ମିଳିବ। ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇଥିବା ଆଇପିଏଲ ଇତିହାସର ଶ୍ରେଷ୍ଠ ୫ ଇନିଂସ ଉପରେ ଏକ ନଜର।

IPL Highest Score: ଆଇପିଏଲ ଇତିହାସର ସର୍ବାଧିକ ବ୍ୟକ୍ତିଗତ ସ୍କୋର
Array