IPL ୨୦୨୪ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଲଞ୍ଚ କଲା ନୂଆ ଜର୍ସୀ, ଦେଖନ୍ତୁ କିଭଳି ରହିଛି ଡିଜାଇନ
ନୂଆଦିଲ୍ଲୀ: ଆଇପିଏଲର ସବୁଠୁ ସଫଳ ଫ୍ରାଞ୍ଚାଇଜି ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲର ୧୭ତମ ସଂସ୍କରଣ ପାଇଁ ନୂଆ ଜର୍ସୀ ଲଞ୍ଚ କରିଛି। ଏହି ଜର୍ସି ପ୍ରସିଦ୍ଧ ଡିଜାଇନର ମୋନିଶା ଜୟସିଂହ ଡିଜାଇନ କରିଛନ୍ତି। ଏନେଇ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ସୂଚନା ଦିଆଯାଇଛି। ଆଉ ଫ୍ରାଞ୍ଚାଇଜି ସୂଚନା ଦେଇଛି ଯେ, ୨୦୨୪ ଆଇପିଏଲରେ ଦଳକୁ ସ୍କେଚର୍ସ ଜର୍ସୀ ସ୍ପନ୍ସର କରିବ। ତେବେ ଏଥର ମଧ୍ୟ ଜର୍ସୀର ରଙ୍ଗ ପୂର୍ବ ଭଳି ନୀଳ ରଙ୍ଗ ସହ ଗୋଲ୍ଡର ରଙ୍ଗର। ସୂଚନାଥାଉକି, ପୂର୍ବରୁ ଆଡିଡାସ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଜର୍ସୀ ସ୍ପନ୍ସର ରହିଥିଲା। ସୋସିଆଲ ମିଡିଆରେ ମଧ୍ୟ ଜର୍ସୀର ଫଟୋ ସାମ୍ନାକୁ ଆସିଛି।wp:html???????????????????????? ???????????????????????????? ???? ???????????????????????????????????? आपली Men’s team ????????ℝ???????????? is here! ????Pre-order here ???? https://t.co/YfTjNo3fWd#OneFamily #MumbaiIndians #IPL2024 @skechersGOin pic.twitter.com/2tHpWVbSNQ— Mumbai Indians (@mipaltan) March 7, 2024/wp:htmlଜର୍ସୀ ଲଞ୍ଚ କରି ମୁମ୍ବାଇ ଇଣ୍ଡିଆନ୍ସର ପ୍ରବକ୍ତା କହିଛନ୍ତି ‘‘ଆମର ଖେଳାଳି ଆମର ଲୋକପ୍ରିୟ ନୀଳ ଏବଂ ଗୋଲ୍ଡେନ ରଙ୍ଗର ଜର୍ସୀ ପିନ୍ଧିଥାନ୍ତି। ଏହି ରଙ୍ଗ ଆମର ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ର ଆଶା ଏବଂ ସ୍ବପ୍ନ ସହ ଜଡ଼ିତ। ଏହି ଜର୍ସୀ ‘ମୁମ୍ବାଇ ମେରୀ ଜ
ନୂଆଦିଲ୍ଲୀ: ଆଇପିଏଲର ସବୁଠୁ ସଫଳ ଫ୍ରାଞ୍ଚାଇଜି ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲର ୧୭ତମ ସଂସ୍କରଣ ପାଇଁ ନୂଆ ଜର୍ସୀ ଲଞ୍ଚ କରିଛି। ଏହି ଜର୍ସି ପ୍ରସିଦ୍ଧ ଡିଜାଇନର ମୋନିଶା ଜୟସିଂହ ଡିଜାଇନ କରିଛନ୍ତି। ଏନେଇ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ସୂଚନା ଦିଆଯାଇଛି। ଆଉ ଫ୍ରାଞ୍ଚାଇଜି ସୂଚନା ଦେଇଛି ଯେ, ୨୦୨୪ ଆଇପିଏଲରେ ଦଳକୁ ସ୍କେଚର୍ସ ଜର୍ସୀ ସ୍ପନ୍ସର କରିବ। ତେବେ ଏଥର ମଧ୍ୟ ଜର୍ସୀର ରଙ୍ଗ ପୂର୍ବ ଭଳି ନୀଳ ରଙ୍ଗ ସହ ଗୋଲ୍ଡର ରଙ୍ଗର। ସୂଚନାଥାଉକି, ପୂର୍ବରୁ ଆଡିଡାସ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଜର୍ସୀ ସ୍ପନ୍ସର ରହିଥିଲା। ସୋସିଆଲ ମିଡିଆରେ ମଧ୍ୟ ଜର୍ସୀର ଫଟୋ ସାମ୍ନାକୁ ଆସିଛି।
wp:html
???????????????????????? ???????????????????????????? ???? ????????????????????????????????
???? आपली Men’s team ????????ℝ???????????? is here! ????
Pre-order here ???? https://t.co/YfTjNo3fWd#OneFamily #MumbaiIndians #IPL2024 @skechersGOin pic.twitter.com/2tHpWVbSNQ— Mumbai Indians (@mipaltan) March 7, 2024
/wp:html
ଜର୍ସୀ ଲଞ୍ଚ କରି ମୁମ୍ବାଇ ଇଣ୍ଡିଆନ୍ସର ପ୍ରବକ୍ତା କହିଛନ୍ତି ‘‘ଆମର ଖେଳାଳି ଆମର ଲୋକପ୍ରିୟ ନୀଳ ଏବଂ ଗୋଲ୍ଡେନ ରଙ୍ଗର ଜର୍ସୀ ପିନ୍ଧିଥାନ୍ତି। ଏହି ରଙ୍ଗ ଆମର ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ର ଆଶା ଏବଂ ସ୍ବପ୍ନ ସହ ଜଡ଼ିତ। ଏହି ଜର୍ସୀ ‘ମୁମ୍ବାଇ ମେରୀ ଜାନ୍’ର ଭାବନରୁ ପ୍ରେରିତ।’’