IPLରେ କିଏ ହେବ ଗମ୍ଭୀରଙ୍କ ରିପ୍ଲେସମେଣ୍ଟ, ରେସ୍ରେ ଏହି ଖେଳାଳିଙ୍କ ନାଁ
ନୂଆଦିଲ୍ଲୀ ୧୩/୦୭: କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲ୍ ୨୦୨୫ରେ ପରବିର୍ତ୍ତନ ହେବାକୁ ଯାଉଛି । କାରଣ ଦଲକୁ ଚାମ୍ପିଅନ କରାଇଥିବା ମେଣ୍ଟର ଗୌତମ ଗମ୍ଭୀର ଏବେ ଟିମ୍ ଛାଡିସାରିଛନ୍ତି । ସେ ଏବେ ଟିମ୍ ଇଣ୍ଡିଆର ହେଡ୍ କୋଚ୍ । ସେଥିପାଇଁ ସେ ଏବେ କେକେଆରର ମେଣ୍ଟର ହୋଇପାରିବେନି । ହେଲେ ତାଙ୍କ ବିନା କେକେଆର କିେ ନେବ ଦାୟିତ୍ୱ ସେନେଇ ଜୋରଦାର ଚର୍ଚ୍ଚା ଚାଲିଛି । ରେସ୍ରେ ଅନେକ ଦାବିଦାର ଅଛନ୍ତି । ଏହାରି ଭିତରେ ନୂଆ ନୂଆ ନା ସାମ୍ନାକୁ ଆସୁଛି । ଏବେ ତାଲିକାରେ ସାମିଲ ହୋଇଛନ୍ତି ସାଉଥ୍ ଆଫ୍ରିକାର ମହାନ୍ ଖେଳାଳି କ୍ୟାକ୍ସ କାଲିସ୍ଙ୍କ ନା ଖୁବ ଜୋରରେ ଚର୍ଚ୍ଚା ହେଉଛି । ରେସ୍ର ପ୍ରଥମ ଦାବିଦାର ଏବେ କାଲିସ୍ । ଟେଲିଗ୍ରାଫ୍ ରିପୋର୍ଟ ଅନୁଯାୟୀ କାଲିସ ହୋଇପାରନ୍ତି କେକୋରର ମେଣ୍ଟର । ରିପୋର୍ଟରେ ଦାବି କରାଯାଉଛି କି ଚନ୍ଦ୍ରକାନ୍ତ ପଣ୍ଡିତ୍ କୋଲକାତା ନାଇଟ୍ ରାଇଡର୍ସର ହେଡ୍ କୋଚ୍ ରହିବେ । ସେହିଭଳି କାଲିସଙ୍କ ମେଣ୍ଟର ହୋଇପାରନ୍ତି ବୋଲି କୁହାଯାଉଛି । କହିବାକୁ ଗଲେ ୨୦୧୯ରେ କାଲିସ୍ କୋଲକାତା ନାଇଟ୍ ରାଇଡର୍ସକୁ କୋଚିଂ ଦେଇସାରିଲେଣି । ଏହାଛଡା କାଲିସ ୨୦୧୨ ଏବଂ ୨୦୧୪ରେ ଆଇପିଏଲ୍ ଟାଇଟଲ ହାତେଇସାରିଛି । ସେତେବେଳେ ସେ ଥିଲେ ଟିମ୍ର ଭାଗିଦାରୀ । ୨୦୧୪ରେ ଅବସର ନେବା ପରେ କାଲିସ କେକେଆର୍ ଟିମ୍ର ବ୍ୟାଟିଂ କନସଲଟାଣ୍ଟ ଥିଲେ । ୨୦୧୯ ଯାଏଁ କେକେଆର ସହ କାଲିସ ଯୋଡି ହୋଇ ଥିଲେ । ପରେ ସେ ବ୍ୟାଟିଂ କନସଲଟ
ନୂଆଦିଲ୍ଲୀ ୧୩/୦୭: କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲ୍ ୨୦୨୫ରେ ପରବିର୍ତ୍ତନ ହେବାକୁ ଯାଉଛି । କାରଣ ଦଲକୁ ଚାମ୍ପିଅନ କରାଇଥିବା ମେଣ୍ଟର ଗୌତମ ଗମ୍ଭୀର ଏବେ ଟିମ୍ ଛାଡିସାରିଛନ୍ତି । ସେ ଏବେ ଟିମ୍ ଇଣ୍ଡିଆର ହେଡ୍ କୋଚ୍ । ସେଥିପାଇଁ ସେ ଏବେ କେକେଆରର ମେଣ୍ଟର ହୋଇପାରିବେନି । ହେଲେ ତାଙ୍କ ବିନା କେକେଆର କିେ ନେବ ଦାୟିତ୍ୱ ସେନେଇ ଜୋରଦାର ଚର୍ଚ୍ଚା ଚାଲିଛି । ରେସ୍ରେ ଅନେକ ଦାବିଦାର ଅଛନ୍ତି ।
ଏହାରି ଭିତରେ ନୂଆ ନୂଆ ନା ସାମ୍ନାକୁ ଆସୁଛି । ଏବେ ତାଲିକାରେ ସାମିଲ ହୋଇଛନ୍ତି ସାଉଥ୍ ଆଫ୍ରିକାର ମହାନ୍ ଖେଳାଳି କ୍ୟାକ୍ସ କାଲିସ୍ଙ୍କ ନା ଖୁବ ଜୋରରେ ଚର୍ଚ୍ଚା ହେଉଛି । ରେସ୍ର ପ୍ରଥମ ଦାବିଦାର ଏବେ କାଲିସ୍ । ଟେଲିଗ୍ରାଫ୍ ରିପୋର୍ଟ ଅନୁଯାୟୀ କାଲିସ ହୋଇପାରନ୍ତି କେକୋରର ମେଣ୍ଟର ।
ରିପୋର୍ଟରେ ଦାବି କରାଯାଉଛି କି ଚନ୍ଦ୍ରକାନ୍ତ ପଣ୍ଡିତ୍ କୋଲକାତା ନାଇଟ୍ ରାଇଡର୍ସର ହେଡ୍ କୋଚ୍ ରହିବେ । ସେହିଭଳି କାଲିସଙ୍କ ମେଣ୍ଟର ହୋଇପାରନ୍ତି ବୋଲି କୁହାଯାଉଛି । କହିବାକୁ ଗଲେ ୨୦୧୯ରେ କାଲିସ୍ କୋଲକାତା ନାଇଟ୍ ରାଇଡର୍ସକୁ କୋଚିଂ ଦେଇସାରିଲେଣି । ଏହାଛଡା କାଲିସ ୨୦୧୨ ଏବଂ ୨୦୧୪ରେ ଆଇପିଏଲ୍ ଟାଇଟଲ ହାତେଇସାରିଛି ।
ସେତେବେଳେ ସେ ଥିଲେ ଟିମ୍ର ଭାଗିଦାରୀ । ୨୦୧୪ରେ ଅବସର ନେବା ପରେ କାଲିସ କେକେଆର୍ ଟିମ୍ର ବ୍ୟାଟିଂ କନସଲଟାଣ୍ଟ ଥିଲେ । ୨୦୧୯ ଯାଏଁ କେକେଆର ସହ କାଲିସ ଯୋଡି ହୋଇ ଥିଲେ । ପରେ ସେ ବ୍ୟାଟିଂ କନସଲଟାଣ୍ଟ ସହ ସାଉଥ ଆଫ୍ରିକା ସହ ଯୋଡି ହୋଇ ରହିଥିଲେ ।