ISKCON: ଇସ୍କନ ଭିତରେ ପଶି ଚିକେନ୍ ଖାଇ ବାହାରିଲା ଯୁବକ, ସମସ୍ତେ କହୁଛନ୍ତି ଛି… ଛି…

କିଛି ସମୟ ପରେ ସେ ଚିକେନ ବାକ୍ସ ଖୋଲି ଭିତରେ ଖାଇବା ଆରମ୍ଭ କରିଥିଲେ ଏବଂ କର୍ମଚାରୀ ଓ ଅନ୍ୟ ଗ୍ରାହକମାନଙ୍କୁ ମଧ୍ୟ ଅଫର କରିଥିଲେ। ଜଣେ ଗ୍ରାହକ ତାଙ୍କୁ କହିଥିଲେ, “କ୍ଷମା କରିବେ, ଆପଣ ଯାହା କରୁଛନ୍ତି ତାହା ଏହି ସ୍ଥାନର ନିୟମକୁ ଉଲ୍ଲଙ୍ଘନ କରୁଛି, ଏବଂ ଏହା ନ୍ୟାୟସଙ୍ଗତ ନୁହେଁ।” କିନ୍ତୁ, ସେହି ବ୍ୟକ୍ତି ତାଙ୍କର ଦୁଷ୍ଟ ଆଚରଣ ଜାରି ରଖିଥିଲେ ।

ISKCON: ଇସ୍କନ ଭିତରେ ପଶି ଚିକେନ୍ ଖାଇ ବାହାରିଲା ଯୁବକ, ସମସ୍ତେ କହୁଛନ୍ତି ଛି… ଛି…
Array