Israel-Gaza Conflict Crisis: ଭୋକର ତାଣ୍ଡବ.. ନର୍କଯନ୍ତ୍ରଣା ଭୋଗୁଛନ୍ତି କୁନି କୁନି ପିଲା, କାହିଁକି ଯୋଗାଣ ବନ୍ଦ କରିଛି ଇସ୍ରାଏଲ ?
ଆକାଶରୁ ହେଉଛି ଗୁଳି ବର୍ଷା । ଲକ୍ଷ୍ୟ ଆତଙ୍କବାଦର ମୂଳୋତ୍ପାଟନ । ଯାହା କିଛି କରିବାକୁ ପଡୁଛି କରୁଛି ଏହି ଦେଶ । ଏବେ ଖାଦ୍ୟ ଯୋଗାଣ ବି ବନ୍ଦ କରିଦେଲା । ଖାଦ୍ୟାଭାବରୁ ଶୁଭିଲାଣି ବିକଟାଳ ଶବ୍ଦ ।