Javed Akhtar: ବିରାଟଙ୍କ ଟେଷ୍ଟ୍ କ୍ରିକେଟରୁ ସନ୍ନ୍ୟାସ ପରେ ନିରାଶରେ ଜାଭେଦ ଅଖ୍ତର୍; କାନ ଧରି କହିଲେ ଫେରିଆସ
ବିରାଟ କୋହଲିଙ୍କ ଟେଷ୍ଟ୍ କ୍ରିକେଟରୁ ସନ୍ନ୍ୟାସ ନିଷ୍ପତ୍ତି ସାରା ବିଶ୍ୱକୁ ଚକିତ କରିଛି। ହିନ୍ଦୀ ସିନେମାର ପ୍ରବୀଣ ଗୀତିକାର ଜାଭେଦ ଅଖତର ବିରାଟ କୋହଲିଙ୍କ ଟେଷ୍ଟ୍ ଅବସରକୁ ନେଇ ନିଜର ଅନ୍ତରର ଯନ୍ତ୍ରଣା ପ୍ରକାଶ କରି କ୍ରିକେଟର୍ଙ୍କ 'କାନ' ଧରିଛନ୍ତି।