Jobs in Svalbard: ଏହି ଦେଶକୁ ଯିବାକୁ ଦରକାର ନାହିଁ ଭିସା; ଚାକିରି ପାଇଁ ନାହିଁ କଟକଣା
ୟୁରୋପ ଏହାର ସୌନ୍ଦର୍ଯ୍ୟ ପାଇଁ ଜଣାଶୁଣା। ବିଶ୍ୱର ଅନେକ ସୁନ୍ଦର ସହର ଏଠାରେ ରହିଛି। କିନ୍ତୁ ଖୁବ୍ କମ୍ ଲୋକ ଜାଣନ୍ତି ଯେ ୟୁରୋପରେ କିଛି ଦ୍ୱୀପପୁଞ୍ଜ ଅଛି, ଯଦି ଆପଣ ସେଠାକୁ ଯିବେ ଆପଣଙ୍କୁ କୌଣସି ଭିସାର ଆବଶ୍ୟକତା ପଡ଼ିବ ନାହିଁ।