Jogi matha Waterfall: ପର୍ଯ୍ୟଟକଙ୍କ ପାଇଁ ଅପହଞ୍ଚ ଯୋଗୀ ମଠ ଜଳପ୍ରପାତ

ପଥରର ଛାତିକୁ ଚିରି ଅନବରତ ଭାବେ ଜଙ୍ଗଲ ଭିତରେ ଅଙ୍କା ବଙ୍କା ହୋଇ ବୋହି ଯାଉଛି ଝରଣାର ପାଣି । ତାକୁ ଯିଏ ଥରେ ଦେଖିବ, ସେହି ଜଙ୍ଗଲ ଭିତରେ ଘଡିଏ ଅଟକି ଯିବ । ଆଉ ତା’ ସୌନ୍ଦର୍ଯ୍ୟର ପ୍ରେମରେ ପଡିଯିବ ।

Jogi matha Waterfall: ପର୍ଯ୍ୟଟକଙ୍କ ପାଇଁ ଅପହଞ୍ଚ ଯୋଗୀ ମଠ ଜଳପ୍ରପାତ
Array