Jupiter Transit Today: ଆଜି ବୃହସ୍ପତି ଚଳନ; ଜାଣନ୍ତୁ, କେଉଁ ରାଶି ପାଇଁ କ’ଣ ପ୍ରଭାବ
ଆଜି ବୃହସ୍ପତି ଚଳନ। ବୃଷ ରାଶିରୁ ବାହାରି ମିଥୁନ ରାଶିକୁ ଚଳନ କରିବେ ଦେବଗୁରୁ। ଜ୍ୟୋତିଷ ଶାସ୍ତ୍ରରେ, ବୁଧ ଗ୍ରହକୁ ମିଥୁନ ରାଶିର କର୍ତ୍ତା ଭାବେ ବିବେଚନା କରାଯାଏ । ୨୦୨୫ ମେ ୧୪ ତାରିଖ ଅର୍ଥାତ୍ ଆଜି ରାତି ୧୦ଟା ୩୩ ମିନିଟ୍ ରେ ଦେବଗୁରୁ ବୃହସ୍ପତି ରାଶି ପରିବର୍ତ୍ତନ କରିବେ।