Puri News: ଜଗା ଭକ୍ତଙ୍କ ଆସ୍ଥା ସହ ଖେଳ; ଭୋଗ କହି ପୁରୀ ସହର ସାରା ବେଧଡ଼କ୍ ବିକ୍ରି ହେଉଛି ଖଜା

ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଥିବା ଖଜାକୁ ଭୋଗ ଭାବୁଛନ୍ତି କି ? ଭାବୁଥିଲେ ହୋଇଯାଅନ୍ତୁ ସାବଧାନ! ଶ୍ରୀମନ୍ଦିର ବାହାରେ ଲାଭ ଆଶାରେ ଭକ୍ତଙ୍କ ଆସ୍ଥା ସହ ଖେଳୁଛନ୍ତି କିଛି ଅସାଧୁ ବ୍ୟବସାୟୀ।

Puri News: ଜଗା ଭକ୍ତଙ୍କ ଆସ୍ଥା ସହ ଖେଳ; ଭୋଗ କହି ପୁରୀ ସହର ସାରା ବେଧଡ଼କ୍ ବିକ୍ରି ହେଉଛି ଖଜା
Array