Justice B R Gavai's Journey : ସଂଘର୍ଷ ଦେଲା ସଫଳତା, CJI ଙ୍କ ମାଆ କହିଲେ 'ମୋ ପୁଅ ମୁକ୍କଦର କା ସିକନ୍ଦର'
ଜଷ୍ଟିସ ବି ଆର ଗବାଇ ସୁପ୍ରିମକୋର୍ଟର ୫୨ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି । ସେ ଦଳିତ ବର୍ଗର ଦ୍ୱିତୀୟ ବ୍ୟକ୍ତି ଯିଏ ପ୍ରଧାନ ବିଚାରପତି ହୋଇଛନ୍ତି । ଏହାସହ ସେ ବୌଦ୍ଧ ଧର୍ମର ପ୍ରଥମ CJI ମଧ୍ୟ । ତାଙ୍କର କଠିନ ପରିଶ୍ରମ ବିଷୟରେ କହି ପ୍ରଶଂସା କରିଛନ୍ତି CJIଙ୍କ ମାଆ କମଲାତାଇ ।